ମାଫିଆମାନେ ଏବେ ଚିନ୍ତାରେ: ଯୋଗୀ…
ଓଏଲ୍ ବ୍ୟୁରୋ: ଶନିବାର ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ ଉପସ୍ଥିତିରେ ୩ ଜଣ ଯୁବକ ହତ୍ୟା କରିଥିଲେ। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏସବୁ ମଧ୍ୟରେ ମାଫିଆ ଓ ଅପରାଧୀମାନଙ୍କୁ ଟାର୍ଗେଟ କରିଛନ୍ତି…