ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ନୟାଗଡ଼: କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାଟି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଅଞ୍ଚଳରେ ଘଟିଛି।
ଯୁବକ ଜଣଙ୍କ ହେଲେ ଖୋଷାକଟା ଗ୍ରାମର ପଦ୍ମଲୋଚନ ସାହୁ। ରାମଚଣ୍ଡୀ ମନ୍ଦିର ନିକଟରେ ଗତକାଲି ପଦ୍ମଲୋଚନ ଏକ ପ୍ଲାଏ ଦୋକାନ ଆରମ୍ଭ କରିଥିଲେ।
ଆଜି ସକାଳୁ…