ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ
କୋକସରା: ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଯୁବକ ପଡ଼ି ମୃତ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଦରଲୀପଡ଼ା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଘଟିଛି।
ବାରହା ଶିକାର ପାଇଁ ବିଦ୍ୟୁତ ବିଛାଇ ଫାସ ବସା ଯାଇଥିଲା। ସେହି ଫାସରେ ପଡ଼ି ଜୟପାଟଣା ବ୍ଲକ କଦୋପଦର ଗ୍ରାମର ଗଜାନନ କଣ୍ଟା ନାମକ…