ଯୁବକଙ୍କୁ ଜେସିବି ଚଢ଼ାଇ ମାରି ଦେଇଥିବା…
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜଣେ ଯୁବକଙ୍କୁ ବାଲି ମାଫିଆମାନେ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ହେଲା ମଣ୍ଟୁ ତରାଇ। ସେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ କାରବାରକୁ ବିରୋଧ କରୁଥିଲେ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା…