Odisha Link
Bridging the Missing Links in Odisha
Browsing Tag

YouTube

ସୋସିଆଲ ମିଡିଆ ପୋଷ୍ଟ ଉପରେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଅନ୍ତିମ ଚରଣ ମତଦାନ ଜୁନ୍‌ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତିମ ଚରଣ ମତଦାନ ହେବ। ଚଳିତବର୍ଷ ନିର୍ବାଚନର ପ୍ରଚାର ପ୍ରସାର ବିଶେଷ ଭାବେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ କରିଛନ୍ତି। ଅନ୍ୟପଟେ…

ୟୁଟ୍ୟୁବର ନୂଆ ସିଇଓ ହେଲେ ନୀଲ ମୋହନ

ଓଏଲ୍‌ ବ୍ୟୁରୋ : ୟୁଟ୍ୟୁବର ନୂଆ ସିଇଓ ହେଲେ ଜଣେ ଭାରତୀୟ ବଂଶୋଦ୍ଭବ। ୟୁଟ୍ୟୁବର ସିଇଓ ସୁସାନ ନିଜ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଥିଲା। ସିଇଓ ସୁସାନଙ୍କ ଇସ୍ତଫା ଦେବା ପରେ ଚିଫ ପ୍ରଡକ୍ଟ ଅଫିସର ଥିବା ଭାରତୀୟ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ। ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ…

ଏଣିକି ୟୁଟ୍ୟୁବରେ ପାଠ ପଢିବେ +୨…

ଭୁବନେଣ୍ବର: ଏଣିକି ସ୍କୁଲ ପିଲାଙ୍କ ପରି +୨ ଛାତ୍ରଛାତ୍ରୀ ମଧ୍ୟ ୟୁ-ଟ୍ୟୁବରେ ପାଠ ପଢିବେ। ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯ୍ୟାୟରେ +୨…

୨୧ରୁ ୟୁଟ୍ୟୁବରେ ପାଠ ପଢ଼ିବେ ପ୍ରଥମରୁ…

ଭୁବନେଶ୍ୱର: ଆସନ୍ତା ୨୧ରୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ। ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ…

ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ରେ ପଢ଼ିବେ ପିଲା,…

ଭୁବନେଶ୍ବର: ଜୁନ୍‌ ୨୧ରୁ ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସେସ୍‌ କରାଯିବ। କରୋନା ଯୋଗୁଁ ପ୍ରାୟ ୧୫ ମାସ ହେଲା ପ୍ରଥମରୁ ୮ମ ‌ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ଶିକ୍ଷା ଆଦୌ ହୋଇପାରି ନାହିଁ। ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍‌ ପାଠପଢ଼ା ଦୁଇ ମାସ ହୋଇଥିଲା। ଅନ୍‌ଲାଇନ୍‌ ଯଥା ଟିଭି, ରେଡ଼ିଓ,…

ୟୁ-ଟ୍ୟୁବରେ ହେବ ରଥଯାତ୍ରାର…

ଭୁବନେଶ୍ୱର: ପାଖେଇ ଆସୁଛି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା। ମାତ୍ର ରାଜ୍ୟରେ କରୋନା ମହାମାରୀ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।…

ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍‌ ସହ…

ନୂଆଦିଲ୍ଲୀ: ଅଧ ଘଣ୍ଟା ପାଇଁ ଅଚଳ ହେଲା ୟୁଟ୍ୟୁବ୍‌। ଆଜି ସନ୍ଧ୍ୟାରେ କିଛି ସମୟ ପାଇଁ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ଠକ୍‌ ହୋଇଯାଇଥିଲା। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକ‌େ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ। ଗୁଗଲ ଡାଉନ ଲେଖି ଲୋକେ…

ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ସୋସିଆଲ ମିଡିଆରେ ଆକଟିଭ୍ ରହିବାକୁ ଅଧିକ ଭଲ ପାଇଥାନ୍ତି । ପ୍ରଥମରୁ ଟିକଟକ ଭାରତରେ ଲୋକପ୍ରୟତ ହାସଲ କରି ସାରିଥିଲା । ଏହା ବ୍ୟାନ ହେବା ପରେ ଅନେକ ଲୋକ ମନଦୁଃଖ କରିଥିଲେ । ହେଲେ ସେମାନଙ୍କ ପାଇଁ ୟୁଟୁବ ଏକ ଖୁସି ଖବର ଆଣି ଦେଇଛି । ୟୁଟୁବ ସର୍ଟସ୍ ନାଁରେ ଏକ ସର୍ଟ…

ସୋସିଆଲ ମିଡିଆରୁ ବିଦାୟ ନେବେ ମୋଦି!

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି। ଏନେଇ ମୋଦି ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ…

କେମିତି ବର୍ଷକରେ ୟୁଟ୍ୟୁବ୍‌ରୁ ୨.୬ କୋଟି…

ନ୍ୟୁୟର୍କ: ୨୦୧୯ରେ ୟୁଟ୍ୟୁବ୍‌ ଜରିଆରେ ୨.୬ କୋଟି ଟଙ୍କା ଆୟ କରିଛନ୍ତି ୮ ବର୍ଷିୟ ରିୟାନ୍‌। ସେ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମର ସର୍ବାଧିକ ଉପାର୍ଜ୍ଜନକାରୀ ବୋଲି ଜଣା ପଡିଛି। କାଜି ନାମରେ ପରିଚିତ ରିୟାନ୍‌ଙ୍କ ପ୍ରକୃତ ନାଁ ହେଉଛି ରିୟାନ୍‌ ଗୁଆନ୍‌। ୨୨ ନିୟୁତ ଡଲାର ଉପାର୍ଜ୍ଜନ କରି ୨୦୧୮ ବର୍ଷରେ ବି…