Browsing Category
Uncategorized
ବିଶ୍ୱ ପରିବେଶ ଦିବସରେ ବରମୁଣ୍ଡା…
ଓଏଲ୍ ବ୍ୟୁରୋ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷର ଥିମ୍ ‘ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର’ ରଖାଯାଇଛି। ଏହି…
ଓଡ଼ିଶା ରାଜନୈତିକ ଇତିହାସରେ ବଡ଼ ଓଲଟପାଲଟ
ଓଏଲ୍ ବ୍ୟୁରୋ: ଖୋଲିଲା ଇଭିଏମ୍ ପେଡି। ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ସାମ୍ନାକୁ ଆସୁଛି। ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶାରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି।
୧୪୭ଟି ବିଧାନସଭା ଆସନରେ ଭାରତୀୟ ଜନତା…
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ୪୬…
ଓଏଲ୍ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଦିନ ୨.୩୦ ସୁଦ୍ଧା ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ୪୫.୬, ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ ଡିଗ୍ରୀ, କେନ୍ଦୁଝରରେ ୪୧.୪, ବାଲେଶ୍ବରରେ ୩୬.୬, ଭୁବନେଶ୍ବରରେ ୩୬.୪…
ଓଡ଼ିଶାରେ ମୋଦିଙ୍କ ମାରାଥନ ପ୍ରଚାର
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାରାଥନ ପ୍ରଚାର କରିବେ ନରେନ୍ଦ୍ର ମୋଦି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମୋଦି ଦ୍ବିତୀୟ ଦିନରେ ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ମୋଦି। ବର୍ତ୍ତମାନ ମୋଦି ଫୁଲବାଣୀ ଜନସଭାକୁ ସମ୍ବୋଧିତ…
ବାଲେଶ୍ବର ଲୋକସଭା: ସ୍ୱାଧୀନ ପ୍ରାର୍ଥୀ…
ଓଏଲ୍ ବ୍ୟୁରୋ: ବାଲେଶ୍ବର ରାଜନୀତିରେ ହଟଚମଟ। ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇନଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ। ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି।
ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ…
ସମ୍ମମରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ…
ଭୁବନେଶ୍ୱର: ଅସୁସ୍ଥ ହୋଇ ଶୋଇ ରହିଥିବା ଅବସ୍ଥାରେ ହସ୍ପିଟାଲ୍କୁ ଆସୁଥିବା ରୋଗୀଟି କିଭଳି ସୁସ୍ଥ ହୋଇ ନିଜ ଗୋଡ଼ରେ ଚାଲି ଡିସ୍ଚାର୍ଜ ହୋଇପାରିବ ସେ କ୍ଷେତ୍ରରେ ଫିଜିଓଥେରାପିଷ୍ଟ ମାନଙ୍କର ଅନେକ ଭୂମିକା ରହିଛି । ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଫିଜିଓଥେରାପିଷ୍ଟ ମାନେ କିଭଳି ସୁଚାରୁ ରୂପେ…
ଭୁବନେଶ୍ବର ଓଡ଼ିଶାର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୫ ବର୍ଷ ପୂରଣ କରି ୭୬ ବର୍ଷର ପାଦ ଥାପିଛି ରାଜଧାନୀ। ୧୯୪୮ରେ ଏନ୍ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ…
ସମ୍ମମ୍ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ…
ଭୁବନେଶ୍ୱର: ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି । କୃଷ୍ଣ ଚନ୍ଦ୍ର ମହାଭୋଇ ନାମକ ୪୮ ବର୍ଷୀୟ…
ରାଜ୍ୟରେ କଲବଲ କରୁଛି ତାତି; ଉପରମୁହାଁ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍ କରୁଛି ଗ୍ରୀଷ୍ମପ୍ରବାହ। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଛି। ଏହା ସହ ବିଶ୍ୱ ପାଣିପାଗ ସଂଗଠନର ପୂର୍ବାନୁମାନ ଚିନ୍ତା ବଢ଼ାଇଛି। ସଂଗଠନ କହିଛି, ଏଲନିନୋ ଦୁର୍ବଳ ଥିବା…
ବିବାହ ବେଦୀରେ ହାଇଡ୍ରାମା; ହାତଗଣ୍ଠି…
ଓଏଲ୍ ବ୍ୟୁରୋ: ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବାହାମଣ୍ଡପ। ଠିକ୍ ହାତଗଣ୍ଠି ପଡ଼ିବା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। କାରଣ ବାହା ବେଦୀରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ହାତଗଣ୍ଠି ପଡ଼ୁଥିବା ସମୟରେ ବରକୁ ଉଠାଇନେଲା ପୁଲିସ। ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ…