Odisha Link
Bridging the Missing Links in Odisha
Browsing Category

ବିଶ୍ବ

କାଜାଖସ୍ତାନରେ ବିମାନ ଦୁର୍ଘଟଣା, ଯାତ୍ରା…

ଓଏଲ୍‌ ବ୍ୟୁରୋ: କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ହୋଇଥିବା ଜଣା ପଡିଛି। ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣା ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି ଜଣା ପଡିଛି। ୭୦ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା। ଜରୁରୀ ଅବତରଣ ଅନୁମତି…

ଭୟଙ୍କର ବିମାନ ଦୁର୍ଘଟଣା: ୧୦ ଜଣଙ୍କ…

ଓଏଲ୍‌ ବ୍ୟୁରୋ: ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ଏକ ବିମାନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଏକ ପରିବାରର ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୭ରୁ ଅଧିକ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଜନେସମ୍ୟାନ୍‌, ତାଙ୍କ ପତ୍ନୀ, ୩ ଝିଅଙ୍କ ସମେତ ଆଉ କିଛି ପରିବାର ସଦସ୍ୟ ଥିବା…

ଋଷରେ ୯/୧୧ ଭଳି ଆକ୍ରମଣ, ବଢ଼ୁଛି ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଆମେରିକାରେ ହୋଇଥିବା ୯/ ୧୧ ଆକ୍ରମଣ ଭଳି ଘାତକ ଆକ୍ରମଣ ଋଷରେ ହୋଇଛି। ଋଷର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରୋନ ତରଫରୁ ଏହି ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ…

ଆଜି ବର୍ଷର ସବୁଠୁ ଛୋଟ ଦିନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇଛନ୍ତି ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି। ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ରହିବ। ସେହିପରି ରାତି ସମୟ…

ମାର୍ସ୍କ ଗ୍ରୁପ ମୁଖ୍ୟଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍‌ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି। ଏହି ଅବସରରେ ସିଙ୍ଗାପୁରରେ ମାର୍ସ୍କ ଗ୍ରୁପ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଛନ୍ତି। AP ମୋଲେର ମାର୍ସ୍କ ଗ୍ରୁପ ମୁଖ୍ୟ ରେନେ ପିଲ ପେଡରସନ।…

ସମୀର ଦେ’ଙ୍କ ଦେହାନ୍ତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତି ପାଇଁ ଅଶୁଭ ଖବର। ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ପ୍ରାଣତ୍ୟାଗ…

ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀଙ୍କୁ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିନିଧି ଟିମ୍‌ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସିଙ୍ଗାପୁର ଗସ୍ତରେ ଅଛନ୍ତି। ଏହି ଅବସରରେ ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ସିମ ଆନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଓଡିଶା ସହିତ ବାଣିଜ୍ୟ କ୍ଷେତ୍ରକୁ ସୁଦୃଢ କରିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା…

ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀକୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀକୁ ଭେଟିଲେ ମୋହନ ଚରଣ ମାଝୀ। ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ କିମ୍‌ ଓଙ୍ଗଙ୍କୁ ଭେଟିବା ସହ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ ହବ୍‌ ଓ ବନ୍ଦର ଭିତ୍ତିଭୂମି ନେଇ ଆଲୋଚନା କଲେ। ଓଡ଼ିଶାର ରଣନୀତିକ ସ୍ଥିତି ନେଇ ଦୃଷ୍ଟି ଆକର୍ଷଣ…

ଭାରତରୁ ଚୋରି ହୋଇଥିବା ୧୪୦୦ ପ୍ରାଚୀନ…

ଓଏଲ୍‌ ବ୍ୟୁରୋ: ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଆମେରିକା। ଭାରତକୁ ଚୋରି ହୋଇଥିବା ୧୪୦୦ରୁ ଅଧିକ ମୂର୍ତ୍ତି, କଳାକୃତିକୁ ହସ୍ତାନ୍ତର କରିଛି ଆମେରିକା। ଯାହାର ଦର ପାଖାପାଖୀ ୧୦ ନିୟୁତ ଡଲାର। ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୮୫ କୋଟି ଟଙ୍କା। ଏକ ସ୍ୱତନ୍ତ୍ର ସମାରୋହରେ ନ୍ୟୁୟର୍କସ୍ଥିତ ଭାରତୀୟ…

ଦିନେ ଟ୍ରମ୍ପଙ୍କୁ ଦେଉଥିଲେ କଡ଼ା ଟକ୍କର,…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍‌ ଗଠନରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ସେ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ସ୍ଥାନ ଦେଇଛନ୍ତି। ବିବେକ ଏବଂ ଏଲନ୍‌ ମସ୍କଙ୍କ ଉପରେ ସରକାରୀ କାର୍ଯ୍ୟ ଦକ୍ଷତା ବିଭାଗ…