Browsing Category
ବିଶ୍ବ
ଆଜି ଭୋଟ୍ ଦେବ ଆମେରିକା, ଜିତିବ କିଏ ?
ଓଏଲ୍ ବ୍ୟୁରୋ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିବ ଭୋଟ। ମଙ୍ଗଳବାର ଦେଶରେ ଶେଷ ପର୍ଯ୍ୟାୟ ଭୋଟିଂ…
କାଲି ଭୋଟ, ଏଥରକ ନିର୍ବାଚନରେ କମଲା…
ଓଏଲ୍ ବ୍ୟୁରୋ: ନଭେମ୍ବର ୫ ତାରିଖରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ।
କିଛି ଘଣ୍ଟା ପରେ ହ୍ୱାଇଟ…
କାନାଡାରେ ହିନ୍ଦୁ ମନ୍ଦିର ଉପରେ…
ଓଏଲ୍ ବ୍ୟୁରୋ: ଦିନକୁ ଦିନ କାନାଡ଼ାରେ ଅସୁରକ୍ଷିତ ହେଉଛନ୍ତି ଭାରତୀୟ। ପୁଣିଥରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆକ୍ରମଣ କରିଛନ୍ତି ଖଲିସ୍ତାନୀ। କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିଥିଲେ ଖଲିସ୍ତାନୀମାନେ। ହିନ୍ଦୁ ଫୋରମ୍ କାନାଡା…
ଲଣ୍ଡନରେ ଦୀପାବଳି ପାଳିଲେ ପ୍ରବାସୀ…
ଓଏଲ୍ ବ୍ୟୁରୋ: ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ମହକ। ଲଣ୍ଡନରେ ଦେଖିବାକୁ ମିଳିଛି ଆଲୋକର ପର୍ବ ଦୀପାବଳିର ମାହୋଲ। ନାଚ ଗୀତରେ ଝୁମିଛନ୍ତି ପ୍ରବାସୀ ଭାରତୀୟ। ବହୁ ସଂଖ୍ୟାରେ ଭାରତୀୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦୀପାବଳି ପାଳନ କରିଛନ୍ତି। ପ୍ରବାସୀ ଓଡିଆଙ୍କ ପକ୍ଷରୁ ମଧ୍ୟ ସାଂସ୍କୃତିକ…
ଇସ୍କନର ଅଦିନିଆ ରଥଯାତ୍ରା: ଗଜପତିଙ୍କ…
ଓଏଲ୍ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ…
ହ୍ବାଇଟ୍ ହାଉସରେ ଆଲୋକର ପର୍ବ, ଦୀପାବଳି…
ଓଏଲ୍ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିଛନ୍ତି। ହ୍ୱାଇଟ୍ ହାଉସରେ ଦିପାବଳୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀ ସମେତ ୬୦୦ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ। ଆଉ ମାତ୍ର…
୫ ବର୍ଷ ପରେ ୫୦ ମିନିଟ୍ କଥା ହେଲେ…
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଜଟିଳ ପରିସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାହା ଉପରେ ସାରା ବିଶ୍ବର ନଜର ରହିଥିଲା। ସବୁଠୁ ବଡ଼କଥା ହେଲା ୫ ବର୍ଷ ପରେ…
ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା…
ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ଦୁଇ ଦେଶର ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବ । ବିଶ୍ୱ ଆହ୍ୱାନର ସମାଧାନ ପାଇଁ ଜ୍ଞାନକୌଶଳର ଉପଯୋଗ କରିପାରିବ । ଛାତ୍ରଛାତ୍ରୀଙ୍କ ପାଇଁ ଉନୋଭେସନ ଏବଂ ଉଦ୍ୟମିତା କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିବ । ବିଶ୍ୱ-ବନ୍ଧୁ ହିସାବରେ ଭାରତ ମାନବ…
ଆଜି ମୋଦି-ଜିନ୍ପିଙ୍ଗ ଭେଟଘାଟ, ୫ ବର୍ଷ…
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଜଟିଳ ପରିସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଯାହା ଉପରେ ସାରା ବିଶ୍ବର ନଜର ରହିଛି। ସବୁଠୁ ବଡ଼କଥା ହେଲା ୫ ବର୍ଷ ପରେ ଭାରତ-ଚୀନ…
ହମାସ ମୁଖ୍ୟଙ୍କୁ ହତ୍ୟା କଲା ଇସ୍ରାଏଲ,…
ଓଏଲ୍ ବ୍ୟୁରୋ: ଇସ୍ରାଏଲ ଉପରେ ଅକ୍ଟୋବର ୭, ୨୦୨୩ ମସିହାରା ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ହମାସ ମୁଖ୍ୟ ୟାହା ସିନଓ୍ବାରଙ୍କ ହତ୍ୟା। ସ୍ରାଏଲର ସାମରିକ ବାହିନୀର ମୁଖପାତ୍ର କହିଛନ୍ତି ଯେ ଗୁରୁବାର ଦିନ ଏକ ଅପରେସନରେ ସିନୱାରଙ୍କୁ ହତ୍ୟା କରାଯାଇଛି। ଇସ୍ରାଏଲ୍ ସେନାଠୁ ରକ୍ଷା ପାଇବାକୁ ଏକ…