Odisha Link
Bridging the Missing Links in Odisha
Browsing Category

ବିଶ୍ବ

ନୋବେଲ ପୁରସ୍କାର ୨୦୨୪: ଅର୍ଥନୀତିରେ ୩…

ଓଏଲ୍‌ ବ୍ୟୁରୋ: ଅର୍ଥନୀତି ବିଭାଗ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଅର୍ଥନୀତି ପାଇଁ ନୋବେଲ୍‌ ପୁରସ୍କାର ପାଇବେ ୩ ଜଣ ଅର୍ଥଶାସ୍ତ୍ରୀ। ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା…

‘ବ୍ରିକ୍ସ ବିଜିନେସ୍‌ ଫୋରମ୍‌…

ଭୁବନେଶ୍ବର: ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା 'ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪'ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ…

ପରିବାର ଲୋକ ମାନିଲେନି ଗୋଟିଏ କଥା, ୧୩…

ଓଏଲ୍‌ ବ୍ୟୁରୋ: ପ୍ରେମ ପାଇଁ ପର ହେଲା ପରିବାର। ଚାଲିଗଲା ଗୋଟିଏ ପରିବାରର ୧୩ ଜୀବନ। ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସିଛି ଛାତିଥରେଇ ଦେବା ଭଳିଆ ଖବର। ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଯୁବତୀ ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି।…

ବିସ୍ଫୋରଣରେ ଥରିଲା କରାଚି: ୨ ଚୀନ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର କରାଚିରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ଅଘଟଣରେ ୩ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଚୀନର ଶ୍ରମିକ ଥିବା ସୂଚନା ରହିଛି। ଚୀନ ଦୂତବାସ ପକ୍ଷରୁ ଜାରି ହୋଇଥିବା…

ଇସ୍ରାଏଲ୍ ଉପରେ ଇରାନର ରକେଟ୍ ମାଡ଼,…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ଘନ ଘନ ମିସାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ ହୋଇଛି। ହେଜବୁଲ୍ଲା ମୁଖ୍ୟ ହସରତ୍ ନସ୍ରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ…

୧୮ ବର୍ଷ ପରେ ଲେବାନନରେ ପଶିଲା ଇସ୍ରାଏଲ…

ଓଏଲ୍‌ ବ୍ୟୁରୋ: ଲେବାନନରେ ପଶିଲା ଇସ୍ରାଏଲ ସେନା। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ମଙ୍ଗଳବାର ସକାଳେ ଏନେଇ ସୂଚନା ଦେଇଛି। ଆଇଡିଏଫ୍‌ ପକ୍ଷରୁ କୁହାଯାଇଛି ଯେ ସୋମବାର ରାତିରେ ଦକ୍ଷିଣ ଲେବାନନର ହିଜବୁଲ୍ଲା ଠିକଣା ଉପରେ ଏବଂ ସୀମା ପାଖରେ ଥିବା ଗ୍ରାମ ଗୁଡ଼ିକରେ ଗ୍ରାଉଣ୍ଡ ଅପରେସନ୍‌ ଆରମ୍ଭ…

ନେପାଳରେ ଭୟଙ୍କର ସ୍ଥିତି, ମାଟି ତଳେ…

ଓଏଲ୍ ବ୍ୟୁରୋ: ନେପାଳରେ ବନ୍ୟା ବିଭୀଷିକା। ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ବନ୍ୟାରେ ଏଯାଏଁ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ୪୨ରୁ ଅଧିକ ନିଖୋଜ ହୋଇଛନ୍ତି। ଭୟଙ୍କର ବନ୍ୟାରେ…

ନେପାଳରେ ଭୟଙ୍କର ବନ୍ୟା, ଗଲାଣି ୧୭୦…

ଓଏଲ୍ ବ୍ୟୁରୋ: ନେପାଳରେ ବନ୍ୟା ବିଭୀଷିକା। ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ବନ୍ୟାରେ ଏଯାଏଁ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ୪୨ରୁ ଅଧିକ ନିଖୋଜ ହୋଇଛନ୍ତି। ୪୫ ବର୍ଷ ଭିତରେ…

ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ…

ଓଏଲ‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲ୍ଲା ବିବାଦ। ଏପରିକି ବିବାଦ ମହାଯୁଦ୍ଧର ରୂପ ନେଲାଣି। ଏସବୁ ମଧ୍ୟରେ ଆସିଛି ବଡ଼ ଖବର। ଲେବାନନର ଦକ୍ଷିଣ ବେରୁଟ ସହରରେ ଇସ୍ରାଏଲ ଗତ ଶୁକ୍ରବାରଠାରୁ ଜାରି ରଖିଥିବା ଏୟାରଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛି।…

ଆତ୍ମହତ୍ୟା ଯନ୍ତ୍ର: ପ୍ରଥମେ ଜୀବନ…

ଓଏଲ୍‌ ବ୍ୟୁରୋ: ଆମେରିକାର ଜଣେ ୬୪ ବର୍ଷିୟ ମହିଳା ଜୀବନ ହାରିବା ପାଇଁ ଆତ୍ମହତ୍ୟା ଯନ୍ତ୍ରର ସାହାର ନେଇଛନ୍ତି। ଏଥିସହିତ ବିଶ୍ବର ପ୍ରଥମ ମଣିଷ ଭାବେ ଆତ୍ମହତ୍ୟା ଯନ୍ତ୍ରର ସାହାରା ନେଇଛନ୍ତି। ତାଙ୍କ ମୃତ୍ୟୁ ପରେ ସ୍ବିଜରଲାଣ୍ଡର କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି। ସୋମବାର ଦିନ…