Odisha Link
Bridging the Missing Links in Odisha
Browsing Category

ବିଶ୍ବ

ମହାଯୁଦ୍ଧର ରୂପ ନେଲାଣି…

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହିଜବୁଲ୍ଲା ବିବାଦ। ଏପରିକି ବିବାଦ ମହାଯୁଦ୍ଧର ରୂପ ନେଲାଣି। ଲେବାନନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ପରେ ହିଜବୁଲ୍ଲା ପାଲଟା ଆକ୍ରମଣ ଆରମ୍ଭ କରି ଦେଇଛି। ବୁଧବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ମିସାଇଲ ସମେତ ଡ୍ରୋନ ଆକ୍ରମଣ କରିଛି…

ଲେବାନନ ଉପରେ ବଡ଼ ଧରଣର ଆକ୍ରମଣ ଜାରି…

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲ୍ଲା ବିବାଦ। ଲେବାନନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌। ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କରି ଚାଲିଛି ଇସ୍ରାଏଲ। ଲେବାନନ ଉପରେ ପାଖାପାଖି ୧୬୦୦ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ହେଜବୁଲ୍ଲାର ୩୦୦ଟି ଠିକଣା ଉପରେ ଆକ୍ରମଣ କରିଛି ଇସ୍ରାଏଲ।…

ଲେବାନନ ଉପରେ ଇସ୍ରାଏଲର ବଡ଼ ଧରଣର…

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲା ବିବାଦ। ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ। ସୋମବାର ଦିନ ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ହେଜବୁଲାର ୩୦୦ଟି ଠିକଣା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଯାହାଫଳରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା…

ୱାକିଟକି ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୦…

ଓଏଲ୍‌ ବ୍ୟୁରୋ: ଲେବାନନରେ ବଢୁଛି ଆତଙ୍କ। ପେଜର ପରେ ୱାକିଟକିରେ ବିସ୍ଫୋରଣରେ ଭାଗ୍ୟଙ୍କର ସ୍ଥିତି ସୃଷ୍ଟି ହୋଇଛି।ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବୁଧବାର ହୋଇଥିବା ଏହି ୱାକିଟକି ବିସ୍ଫୋରଣ…

ହିନ୍ଦୁ କ୍ରିକେଟରଙ୍କ ସହିତ ବାଂଲାଦେଶରେ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୯, ୧୯୬୯। ଢାକାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳା ଯାଉଥିଲା। ପ୍ରଥମ ବ୍ୟାଟିଂ କରୁଥିଲା ପାକିସ୍ତାନ ଟିମ୍‌। ପାକିସ୍ତାନର ଅଷ୍ଟମ ଓ୍ବିକେଟ ପତନ ପରେ ମୈଦାନକୁ ବ୍ୟାଟିଂ କରିବାକୁ ଆସିଥିଲେ ନିୟାଜ ଅହମ୍ମଦ। ସେ ଯେତେବେଳେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜରୁ ଆମେରିକାର ନ୍ୟୁ ହାମ୍‌ସାୟର ବହୁ ଦୂର। ହେଲେ ମୟୂରଭଞ୍ଜ ଓ ଓଡ଼ିଶାର ଦୂରତାକୁ କମାଇଛନ୍ତି ଓଡ଼ିଆ ପୁଅ ସମୟ ସାହୁ। ରାଜନୀତି ବଳରେ ଦୂରତା କମାଇଛନ୍ତି ସମୟ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିବା ସମୟ ସାହୁଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା।…

ଆମେରିକା ରାଷ୍ଟ୍ରପତି ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ଆଉ ୨ ମାସ ପରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ଆମେରିକା ରାଜନୀତି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ମହାବିତର୍କ। ନିର୍ବାଚନ ପୂର୍ବରୁ ମହାବିତର୍କରେ ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ।…

ଆଜିଠୁ ପ୍ୟାରିସ୍ ପାରାଲିମ୍ପିକ୍ସ, ଭାଗ…

ଓଏଲ୍‌ ବ୍ୟୁରୋ: ସରିଛି ବିଶ୍ବର ବଡ଼ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ହେଲେ ଏବେବି ତାଜା ରହିଛି କ୍ରୀଡ଼ାର ମହକ। ପୁଣିଥରେ ଆଜିଠୁ କ୍ରୀଡ଼ା ପ୍ରେମୀ ଆନନ୍ଦ ଉଠାଇପାରିବେ ନିଜ ମନ ପସନ୍ଦର କ୍ରୀଡ଼ାକୁ ଉପଭୋଗ କରିବାକୁ। କାରଣ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ୍‌ ପାରାଲିମ୍ପିକ୍ସ। ଏହା ହେଉଛି…

ହନି ଟ୍ରାପ୍‌ରେ ଫସିଛନ୍ତି କି ଟେଲିଗ୍ରାମ…

ଓଏଲ୍‌ ବ୍ୟୁରୋ: ମେସେଜିଙ୍ଗ ଆପ୍‌ ଟେଲିଗ୍ରାମର ସିଇଓ ପାଭେଲ୍‌ ଦୁରୋଭ୍‌ଙ୍କ ଗିରଫଦାରୀକୁ ୪ ଦିନ ବିତି ସାରିଲାଣି। ଗିରଫ ପରେ ବି ଦିନକୁ ଦିନ ରହସ୍ୟ ଉପରୁ ପରାଦ ଉଠି ପାରୁନି। ଦୁରୋଭ୍‌ଙ୍କ ଗିରଫ ଏତେ ସହଜ ନଥିଲା। ଗିରଫକୁ ସଫଳ କରାଇଥିବା ‘ରହସ୍ୟମୟୀ’ ଜୁଲି ଭାଭିଲୋଭା (୨୪)ଙ୍କୁ ନେଇ ଏବେ ଚର୍ଚ୍ଚା…

ବଲୁଚିସ୍ତାନରେ ଆତଙ୍କୀ ଆକ୍ରମଣ: ୨୩ ମୃତ,…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ହମଲା। ଏକ ଯାତ୍ରୀବାହୀ ବସ୍‌ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯାହାଫଳରେ ୨୩ ଜଣ ଯାତ୍ରୀଙ୍କ ପରଲୋକ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ସକାଳେ…